ମୁଁ ବି ହେବି ନବୀନ ଓଡିଶାର ସାରଥୀ


ବାଲେଶ୍ୱର:(ବିମଳ କୁମାର ଦଳେଇ):- ଆମ ଓଡିଶା ନବୀନ ଓଡିଶା ତଥା ନୂତନ ଓଡିଶା କାର୍ଯ୍ୟକ୍ରମ।ଆଜି ବାଲେଶ୍ୱର ଜିଲ୍ଲା ଗାନ୍ଧୀ ସ୍ମୃତିଭବନ ଠାରେ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ଛାତ୍ର ଓ ଯୁବ ଜନତା ଦଳ ତରଫରୁ ଜିଲ୍ଲା ଯୁବ ଜନତା ଦଳ ତରଫରୁ ଜିଲ୍ଲା ସଭାପତି ତାପସ ପରିଡାଙ୍କ ସଭାପତିତ୍ବରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଆଗାମୀ ଦିନରେ କିପରି ଯୁବ ଓ ଛାତ୍ର ଜନତା ଦଳ ସମସ୍ତ କାର୍ଯ୍ୟକର୍ତା ମାନେ ଆମ ଓଡିଶା,ନୂତନ ଓଡିଶା ତଥା ନିବୀନ ଓଡିଶା ଗଠନ ଦିଗରେ ନବୀନ ସାରଥୀ ହୋଇ ତୃଣମୂଳ ସ୍ତରରେ ଜନ କଲ୍ୟାଣ ତଥା ସମାଜ କଲ୍ୟାଣ ଯୋଜନା ଗୁଡ଼ିକ କିପରି ଲୋକମାନଂକୁ ଅବଗତ କରେଇବେ।ସେ ପ୍ରତି ଦୃଷ୍ଟି ଦେବା ଶହ କ୍ରୀଡା, ଶିକ୍ଷା,, ସେବା ମନବୃତ୍ତି ନେଇ ସମାଜ କଲ୍ୟାଣ ଦିଗରେ ଅଗ୍ରତି ହେବା ଜରୁରୀ ହେବା ଶହ,, ନୂତନ ଓଡିଶା ଗଠନ ଦିଗରେ ଯୁବ ଓ ଛାତ୍ର ଜନତା ଦଳ ର ଗୁରୁ ଦାୟିତ୍ୱ ରହିଛି,, ଉପସ୍ଥିତ ରହିଥିବା ରାଜ୍ୟ କୋଣ ଅନୁକୋଣ ଆସିଥିବା ବିଜୁ ଯୁବ ଓ ଛାତ୍ର, ବିଜୁ ଜନତା ଦଳର ପ୍ରମ୍ମୁଖ ବରିଷ୍ଠ ନେତା ମନ୍ତ୍ରୀ,, ଓ ପଦାଧିକାରୀ ମାନେ ନିଜ ନିଜ ବକ୍ତବ୍ୟ ରେ ଉପସ୍ଥାପନା କରି, ଯୁବ ଛାତ୍ର ମାନଂକୁ ଗୁରୁମନ୍ତ୍ର ଦଳ ଅଗ୍ରତି ଦିଗରେ ଦେଇଥିଲେ,, ସେମାନଙ୍କ ମଧ୍ୟରୁ ମାନ୍ୟବର ମନ୍ତ୍ରୀ ଅଶ୍ୱନୀ କୁମାର ପାତ୍ର , ରାଜ୍ୟ ଯୁବ ସଭାପତି ଡ. ବ୍ୟମକେଶ ରାୟ ମହୋଦୟ, ଛାତ୍ର ରାଜ୍ୟ ସଭାପତି ଡ. ଦେବୀରଞ୍ଜନ ତ୍ରିପାଠୀ, ଧର୍ମଶାଳା ବିଧାୟକ ପ୍ରଣବ ବଳବତ୍ତ ରାୟ, ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ଜିଲ୍ଲା ବରିଷ୍ଠ ଉପସଭାପତି ସନ୍ତୋଷ ଖଟୁଆ,,ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଭୋଗରାଇ ବିଧାୟକ ଅନନ୍ତ ଦାସ, ସଦର ବିଧାୟକ ସରୁପ କୁମାର ଦାସ, ରାଜ୍ୟ କାର୍ଯ୍ୟକାରୀ ଯୁବ ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜ, ରାଜ୍ୟ ମହିଳା କାର୍ଯ୍ୟକାରୀ ସଭାପତି ସୁଭାସିନୀ ଜେନା, ଜିଲ୍ଲା ଯୁବ ସଭାପତି ତାପସ କୁମାର ପରିଡା, ଜିଲ୍ଲା ଛାତ୍ର ସଭାପତି ସିମନ୍ ଦାସ ମହାପାତ୍ର, ବ୍ରିଡ ଅଧ୍ୟକ୍ଷ ଆଲୋକ ସାହୁ, ନଗର ସଭାପତି ସୁଜାତା ସାହୁ, ରାଜ୍ୟ ଯୁବ ବରିଷ୍ଠ ଉପସଭାପତି ସୋଫିଆ ଆଲାମ୍ ଉପସ୍ଥିତ ଥିଲେ ସର୍ବଶେଷରେ ରାଜ୍ୟ ଯୁବ ସାଧାରଣ ସମ୍ପାଦକ ତାପସ ପାଣିଗ୍ରାହୀ ଧନ୍ୟବାଦ ଭାଷଣ ଦେଇ ସମସ୍ତ ଙ୍କୁ ଉତ୍ସାହ କରିଥିଲେ।


error: Content is protected !!