ଭଦ୍ରକ ଜିଲ୍ଲା ଭଦ୍ରକ ଆରଡି: ଆଖଣ୍ଡଳମଣିଙ୍କ ଜାଗରଯାତ୍ରା ଚଳଚଞ୍ଚଳ ହୋଇଉଠିଛି । ସବୁ ବର୍ଷ ପରି ଏବର୍ଷ ମଧ୍ୟ ଜାଗର ଯାତ୍ରା ପାଇଁ ବହୁ ଧୁମ୍ ଧାମରେ ପାଳନ କରାଯାଇଛି। ଏହି ଜାଗର ଯାତ୍ରା କୁ ସ୍ୱୋଛା ରୂପେ ତୁଲାଇବା ପାଇଁ ଭଦ୍ରକ ପୋଲିସ ଅଧିକାରୀ ମନୋଜ ରାଉତ ଏବଂ ଭଦ୍ରକ ର ଉପ ଜିଲ୍ଲାପାଳ ତୀକ୍ଷ୍ଣ ନଜର ମଧ୍ୟ ରଖିଛନ୍ତି। ଆବଶ୍ୟକ ଅନୁଯାୟୀ ଅତ୍ୟଧିକ ପୋଲିସ ମଧ୍ୟ ମୁତୟନ କରାଯାଇଛି। କୁହାଯାଏ କି ଓଡ଼ିଆଙ୍କ ବାର ମାସରେ ତେର ପର୍ବ। ଏହି ତେର ପର୍ବ ରେ ଜାଗର ପର୍ବ ଅନ୍ୟତମ। ଏହି ପାବିତ୍ର ଆରଡି ଆଖଣ୍ଡଳମଣୀ ପୀଠ ରେ ରାତି 4 ଠାରୁ ଦିନ 1ଟା ଏ ପଯନ୍ତ ଲକ୍ଷଧିକ ସଧାଳୁ ଙ୍କ ଭିଡ଼ ଲାଗି ରହିଥିଲା

More Stories
ପୁଣି ଚର୍ଚ୍ଚାରେ ଦାନ ମାଝୀ
ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO
ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ, ଜଳକା , ବୈତରଣୀରେ ବଡ଼ ବନ୍ୟା