କୋରାପୁଟରେ ଲକ୍ଷ୍ମୀ ବସ୍ ଶୁଭାରମ୍ଭ ବେଳେ ଅସନ୍ତୋଷ


କୋରାପୁଟରେ ଲକ୍ଷ୍ମୀ ବସ୍ ଶୁଭାରମ୍ଭ ବେଳେ ଅସନ୍ତୋଷ।ଷ୍ଟେଜ୍‌ରେ ଭାଷଣ ଦେବା ବେଳେ ରାଗିଗଲେ ତାରା ବାହିନୀପତି।ବିଜେଡି କର୍ମୀଙ୍କ ସ୍ଲୋଗାନ ବେଳେ ଷ୍ଟେଜରେ ରାଗିଗଲେ ତାରା।ମୋତେ ରଗେଇଲେ, ସବୁ କିଛି ବଦଳେଇ ଦେବି କହିଲେ ତାରା।


error: Content is protected !!