ବିଧାୟକ ଶ୍ରୀଯୁକ୍ତ ପର୍ଶୁରାମ ଧଡ଼ା 5t ଅଧକ୍ଷ ଶ୍ରୀଯୁକ୍ତ ଭି. କେ.ପାଣ୍ଡିଆନ ଙ୍କୁ ନବୀନ ନିବାସ ରେ ଭେଟି ଏକ ଶଙ୍ଖ ଉପହାର


ଆଜି ମାର୍ଗଶିର ମାସ ଗୁରୁବାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପର୍ଶୁରାମ ଧଡ଼ା,ମା ଲଷ୍ମୀଙ୍କ ଶଙ୍ଖ,ପ୍ରଗତି ର ଚି଼ହ୍ନ ଶଙ୍ଖ,ଓଡିଶା ବାସୀଙ୍କର ଚି଼ହ୍ନ ଶଙ୍ଖକୁ ରୂପାନ୍ତର ଓଡିଶାର ତତ୍ୱାବଧାରକ 5t ଅଧକ୍ଷ ଶ୍ରୀଯୁକ୍ତ ଭି. କେ.ପାଣ୍ଡିଆନ ଙ୍କୁ ନବୀନ ନିବାସ ରେ ଭେଟି ଏକ ଶଙ୍ଖ ଉପହାର ଦେଇ ସୋର ନିର୍ବାଚନ ମଣ୍ଡଳୀ ଓଡ଼ଶା ପ୍ରଗତି ରେ ବିଜୁ ଜନତା ଦଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ସହିତ କାନ୍ଧ ଲଗାଇବାର ନିର୍ଭର ପ୍ରତିଶୃତି ଦେଲେ*.


error: Content is protected !!