ଜନ୍ମଦିନରେ ଅସୁସ୍ଥ ହେଲେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ, ଘରୋଇ ହସପିଟାଲରେ ହେଲେ ଭର୍ତ୍ତି


▪️ଡାକ୍ତରୀ ଟିମ୍ ଡକ୍ଟର ଦାମୋଦର ରାଉତଙ୍କ ଚିକିତ୍ସା ଚଳାଇଛନ୍ତି ।

▪️ ଅନ୍ୟପଟେ ଆଜି ଡିସେମ୍ୱର ୧୪ ଦାମୋଦରଙ୍କର ଜନ୍ମଦିନ ହୋଇଥିବାରୁ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ହସପିଟାଲରେ ପହଞ୍ଚିଥିବା ଦେଖିବାକୁ ମିଳିଛି ।

▪️ ସୋସିଆଲ ମିଡିଆରେ ମଧ୍ୟ ଦାମୋଦରଙ୍କୁ ଅନେକ ଶୁଭେଚ୍ଛାବାର୍ତ୍ତା ମିଳିଥିବା ସୂଚନା ରହିଛି ।


error: Content is protected !!