ଗଞ୍ଜାମ ଜିଲ୍ଲା ମୁଖ୍ୟଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ପୌର ପରିଷଦ ସ୍ଥିତ ନୂଆ ମେଡିକାଲ ରୋଡ ରୟାଲ ପ୍ୟାଲେସ ପରିସରରେ ଜୋନ ସ୍ତରୀୟ ପ୍ରଶିକ୍ଷଣ ଶିବିର


ଆଜି ଗଞ୍ଜାମ ଜିଲ୍ଲା ମୁଖ୍ୟଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ପୌର ପରିଷଦ ସ୍ଥିତ ନୂଆ ମେଡିକାଲ ରୋଡ ରୟାଲ ପ୍ୟାଲେସ ପରିସରରେ ଜୋନ ସ୍ତରୀୟ ପ୍ରଶିକ୍ଷଣ ଶିବିର ବିଜେଡ଼ି ତରଫରୁ ଅନୁଷ୍ଠିତ ହେଉଥିବା ବେଳେ କିଛି ସାମ୍ବାଦିକ ଭିତରକୁ ପ୍ରବେଶ କରିବା ସମୟରେ ତାଙ୍କୁ ଅଣ ଦେଖା କରାଯାଇଥିବା ନଜରକୁ ଆସିଛି । ତାଥାକତିଥ କିଛି ସାମ୍ବାଦିକଙ୍କୁ ଛାଡିଦେଲେ ଅନ୍ୟ ସାମ୍ବାଦିକ ମାନଙ୍କୁ ଅଣ ଦେଖା କରାଯାଇଥିବା ଦେଖିବାକୁ ମିଳିଛି । ଅଗ୍ରଣୀ ରାଜନୀତିକ ଦଳ ଠାରୁ କେବେ ବି ୟେହି ଭଳି ଆଚରଣ ଶୋଭା ପାଏ ନାହିଁ । ଆଗାମୀ ଦିନରେ ୟେଭଳି ଆଚରଣ ପାଇଁ ଜନମାନସରେ ନିନ୍ଦିତ ହେବା ନିଶ୍ଚିତ। ସାମ୍ବାଦିକଙ୍କ ପାଇଁ ଅଣ ଦେଖା ଆଗାମୀ ଭବିସତ ଦିନରେ ବିପଦର ଘଣ୍ଟି ସାଜି ପାରେ।


error: Content is protected !!