ଦରମା ଟଙ୍କା ମାଗିବାରୁ ଏସିଡ଼ି ପକେଇ ଅତି ଅମାନୁଷିକ ଭାବରେ ହତ୍ୟା


ଭଦ୍ରକ ଜିଲ୍ଲା ନାୟକାଣିଡ଼ିହି ଥାନା ମଛୁଆଘାଇ ଗ୍ରାମର ଭଗବାନ ନାୟକ ପୁଅ ଦୀପକ ନାୟକ ବେଙ୍ଗାଲୁରୁକୁ ଦାଦନ ଖଟିବାକୁ ଯାଇଥିବା ବେଳେ ବେଙ୍ଗାଲୁରୁରେ ଏକ ହୋଟେଲରେ ଦେଢ଼ ମାସ କାମ କରି ଦରମା ଟଙ୍କା ମାଗିବାରୁ ଦୀପକ ନାୟକଙ୍କୁ ସମ୍ପୃକ୍ତ ହୋଟେଲ ମାଲିକ ଏସିଡ଼ି ପକେଇ ଅତି ଅମାନୁଷିକ ଭାବରେ ହତ୍ୟା କରିବା ଘଟଣାରେ ଦୋଷୀ ବିରୁଦ୍ଧରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ନେବା ସାଙ୍ଗେ ସାଙ୍ଗେ ନାବାଳିକାର ପରିବାରକୁ କ୍ଷେତ୍ତି ପୂରଣ ବାବଦକୁ ୫୦,୦୦୦,୦୦ ( ପଚାଶ ଲକ୍ଷ ଟଙ୍କା) କ୍ଷେତ୍ତି ପୂରଣ ଯୋଗେଇ ଦେବା ପାଇଁ ଜାତୀୟ ମାନବ ଅଧିକାର କମିଶନଙ୍କ ଏନ.ଏଚ.ଆର.ସି କେଶ ନମ୍ବର ୨୦୭୦୮/୨୦୨୩ କେଶ ଦାଏର କଲେ ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ |ଏହି ମାମଲାରେ ଡିଜି ପୋଲିସ ଓଡିଶା, ଗୃହ ସଚିବ ଓଡିଶା ଏବଂ ଡିଜି ପୋଲିସ ବେଙ୍ଗାଲୁରୁ, ଗୃହ ସଚିବ ବେଙ୍ଗାଲୁରୁଙ୍କୁ ପକ୍ଷଭୁକ୍ତ କରାଯାଇଛି |


error: Content is protected !!