ଶିମିଳିପାଳ ଅଭୟାରଣ୍ୟରେ ଅଛନ୍ତି ୩୫ ମହାବଳ ବାଘ


ଶିମିଳିପାଳ ଅଭୟାରଣ୍ୟରେ ଅଛନ୍ତି ୩୫ ମହାବଳ ବାଘ।ବାଘ ଗଣନା ବେଳେ କ୍ୟାମେରା ଟ୍ରାପ୍‌ରୁ ଜଣାପଡ଼ିଛି।ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ନିର୍ଦ୍ଦେଶକଙ୍କ ସୂଚନା।ଗଣନା ଚାଲିଛି, ୩୫ ପାଖାପାଖି ମହାବଳ ବାଘ ଅଛନ୍ତି।ଗଣନା ସରିଲେ ଏହା ସ୍ପଷ୍ଟ ଜଣାପଡ଼ିବ କହିଲେ ନିର୍ଦ୍ଦେଶକ।


error: Content is protected !!