କୋଇଡ଼ାରେ ଡବଲ ମର୍ଡର


କୋଇଡ଼ା: କେ. ବଲାଙ୍ଗ ଥାନା ଆମରୁଢ଼ି ଗାଁରେ ଡବଲ୍ ମର୍ଡର।ଗାଁ ନାଳ ନିକଟରୁ ୨ ଜଣ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର।୨ ଜଣଙ୍କୁ ମାରି ପୋଲିସ ନିକଟରେ ଦୁର୍ବୃତ୍ତର ଆତ୍ମସମର୍ପଣ।ଶନିବାର ଘଟିଛି ହତ୍ୟାକାଣ୍ଡ, ମୃତଦେହ ଲୁଚାଇ ରଖିଥିଲା ଦୁର୍ବୃତ୍ତ।ଆଜି ଥାନାକୁ ଆସି ଆତ୍ମସମର୍ପଣ।


error: Content is protected !!