ମୁମ୍ବାଇ ଅଣ୍ଡର ୱାଲ୍ଡ ଡନ୍ ଦାଉଦ୍‌ ଇବ୍ରାହିମ୍‌ ହସ୍‌ପିଟାଲରେ ଭର୍ତ୍ତି


ଇସଲାମବାଦ: ମୁମ୍ବାଇ ଅଣ୍ଡର ୱାଲ୍ଡ ଡନ୍ ଦାଉଦ୍‌ ଇବ୍ରାହିମ୍‌ ହସ୍‌ପିଟାଲରେ ଭର୍ତ୍ତି ପାକିସ୍ତାନ କରାଚିର ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି ।ବିଷକ୍ରିୟା ଯୋଗୁଁ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ସୂଚନା।ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଦାଉଦ୍‌ ଇବ୍ରାହିମ୍।


error: Content is protected !!