ଡାଇରିଆରେ ଆକ୍ରାନ୍ତ


ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସହରର ବିଭିନ୍ନ ଅଞ୍ଚଳରେ ଦୂଷିତ ପାଣି ଯୋଗୁଁ ଡାଇରିଆରେ ଆକ୍ରାନ୍ତ ହୋଇ ୧୩ ଜଣ ମୃତ୍ୟୁ ବରଣ କରିବା ସାଙ୍ଗେ ସାଙ୍ଗେ ୧୪୦୦ ରୁ ଆକ୍ରାନ୍ତ ହୋଇ ଚିକିତ୍ସା ହେବା ପରେ ଓଡିଶା ରାଜ୍ୟ ସରକାର ଏବଂ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନୀରବଦଷ୍ଟା ସାଜିଛନ୍ତି ବେଳେ ଡ଼ାଇରିଆରେ ମୃତ୍ୟୁ ବରଣ କରିଥିବା ମୃତକଙ୍କ ପରିବାରକୁ କ୍ଷେତି ପୂରଣ ଯୋଗେଇ ଦେବା ସାଙ୍ଗେ ସାଙ୍ଗେ ଆକ୍ରାନ୍ତଙ୍କୁ ତୁରନ୍ତ ଉଚ୍ଚସ୍ତରୀୟ ଚିକିତ୍ସା ଯୋଗେଇ ଦେବା ପାଇଁ ସହିତ ସ୍ଥିତିରେ ସୁଧାର ଆଣିବାକୁ ପଦକ୍ଷେପ ନେବାପାଇଁ ଜାତୀୟ ମାନବ ଅଧିକାର କମିଶନଙ୍କ ଏନ.ଏଚ.ଆର.ସି କେଶ ନମ୍ବର ୨୧୦୦୦/୨୦୨୩ କେଶ ଦାଏର କରିଥିଲେ ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ |ଏହି ମାମଲାରେ ଜିଲ୍ଲାପାଳ ସୁନ୍ଦରଗଡ଼, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ସୁନ୍ଦରଗଡ଼, ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଓଡିଶା ଏବଂ ମୁଖ୍ୟ ଶାସନ ସଚିବ ଓଡିଶାଙ୍କୁ ପକ୍ଷଭୁକ୍ତ କରାଯାଇଛି |


error: Content is protected !!