ଖୋର୍ଦ୍ଧା ଠାରେ ଅଟଳ ବିହାରୀଙ୍କ ଜନ୍ମ ଜୟନ୍ତୀ ପାଳିତ


ଖୋର୍ଦ୍ଧା:(ପ୍ରିୟଙ୍କା ମହାପାତ୍ର):- ଭାରତୀୟ ଜନତା ପାଟି ନଗର କାଯ୍ୟାଳୟ ସାମନ୍ତରାୟ ପୁର ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଙ୍କର ୯୯ତମ ଜୟନ୍ତୀ ପାଳନ କରାଯାଇଥିଲା।ଉକ୍ତ ସଭାରେ ଭାରତୀୟ ଜନତା ପାଟିର ନଗର ମଣ୍ଡଳର ଓ ବି ସି ସଭାପତି ଜିତେନ୍ଦ୍ର ବେହେରା ଓ ସାଧାରଣ ସମ୍ପାଦକ ଅଭିମନ୍ୟୁ ଘଟୁଆଳ ନଗର ମଣ୍ଡଳ ମହିଳା ସଭାପତି ଶୁଚିସସ୍ମିତା ବଡ଼ଜେନା ଓ କଉନସିଲର ଶୁଭଲଷ୍ମୀ ମହାରଣା ଉପସ୍ଥିତ ଥିଲେ।ବରିଷ୍ଟ ସଭ୍ୟ ସୂର୍ଯ୍ୟନାରାୟଣ ଦାସ. ସତ୍ୟ ବିଶୋଇ.ପ୍ରଭାତ ରାଉତରାୟ. ତ୍ରୀନାଥ ମହାପାତ୍ର. ସତ୍ୟବାନ ଶ୍ରୀଚନ୍ଦନ, ଗୁଣନିଧି ମହାପାତ୍ର,ଚିତ୍ତରଞ୍ଜନ ମହାପାତ୍ର,ମାନିନୀ ନାୟକ ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।


error: Content is protected !!