ସାଂସଦ ଅପରାଜିତାଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ପ୍ରସଙ୍ଗ


ପ୍ରତିକ୍ରିୟା ରଖିଲେ ବିଧାୟକ ଅନନ୍ତ ନାରାୟଣ ଜେନା।ଜନପ୍ରତିନିଧି ହିସାବରେ ଲୋକଙ୍କ ପ୍ରଶ୍ନ ପାଇଁ ପ୍ରସ୍ତୁତ ରହିବା।ମହିଳାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଭୟ କାହିଁକି ?ଅନନ୍ତ।ଭାଷଣ ଦେଲେ ହେଵନି, ଲୋକଙ୍କ ପାଇଁ କାମ କରିବାକୁ ପଡ଼ିବ।


error: Content is protected !!