ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ


ନୂଆଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ।ବିସ୍ଫୋରଣରେ କୌଣସି କ୍ଷୟକ୍ଷତିର ସୂଚନା ନାହିଁ।ଘଟଣାକୁ ନେଇ ଦିଲ୍ଲୀ ପୋଲିସ ଓ NIAର ଛାନଭିନ୍‌ ଜୋରଦାର।ବିସ୍ଫୋରଣର କିଛି ବାଟ ଦୂରରୁ ପୋଲିସକୁ ମିଳିଲା ଏକ ବେନାମୀ ଚିଠି।ଚିଠିରେ ଇସ୍ରାଏଲ ବିରୋଧରେ ଅସନ୍ତୋଷ ଜାହିର କରାଯାଇଛି।


error: Content is protected !!