ଆଜି ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ


ଦୀର୍ଘ ଏକ ମାସ ପରେ ଖୋଲିବ ଶିମିଳିପାଳ। ଗତକାଲି ୩ ପଞ୍ଚାୟତ ଓ ପ୍ରଶାସନର ବୈଠକ ପରେ ନିଷ୍ପତି। ବିଭିନ୍ନ ଦାବି ନେଇ ବନ୍ଦ ଥିଲା ଯଶିପୁର ପ୍ରବେଶ ପଥ।


error: Content is protected !!