୫୮ ବର୍ଷରେ ପାଦ ରଖିଲେ ଭାଇଜାନ


୫୮ ବର୍ଷରେ ପାଦ ରଖିଲେ ଭାଇଜାନ। ବଲିଉଡ ଷ୍ଟାର ସଲମାନ ଖାନଙ୍କ ଆଜି ଜନ୍ମଦିନ। ସକାଳୁ ସକାଳୁ ପରିବାର ଲୋକ , ସାଙ୍ଗସାଥୀଙ୍କ ସହ ମୁମ୍ବାଇରେ ଜନ୍ମଦିନ ପାଳନ କରିଛନ୍ତି ସଲମାନ।


error: Content is protected !!