ଟେନିସ ଖେଳାଳି ଦେବାଶିଷ ସାହୁ ପାଇଲେ ଏକଲବ୍ୟ ପୁରସ୍କାର


ଟେନିସ ଖେଳାଳି ଦେବାଶିଷ ସାହୁ ପାଇଲେ ଏକଲବ୍ୟ ପୁରସ୍କାର।ପୁରସ୍କାର ସ୍ୱରୂପ ପାଇଲେ ୫ ଲକ୍ଷ ଟଙ୍କା, ଟ୍ରଫି ଏବଂ ମାନପତ୍ର।ସମାରୋହରେ ମୁଖ୍ୟ ଅତିଥି ପ୍ରଖ୍ୟାତ କ୍ରିକେଟର ମଦନ ଲାଲ୍।‘ଇମ୍ପାକ୍ଟ’ ପକ୍ଷରୁ ପ୍ରଦାନ କରାଯାଉଛି ସମ୍ମାନଜନକ ଏକଲବ୍ୟ ପୁରସ୍କାର।


error: Content is protected !!