ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଟାର୍ଗେଟ


କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଟାର୍ଗେଟ।ଅନୁଗୁଳରେ ଭିକେ ପାଣ୍ଡିଆନଙ୍କ ମନ୍ତବ୍ୟ।ଧର୍ମେନ୍ଦ୍ରଙ୍କ ନାଁ ନେଇ ପ୍ରଶ୍ନ କଲେ ପାଣ୍ଡିଆନ।କେନ୍ଦ୍ରମନ୍ତ୍ରୀ ଏହି ଅଞ୍ଚଳର ବିକାଶ ପାଇଁ କଣ କରିଛନ୍ତି।ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରାଳୟ ତାଙ୍କ ହାତରେ ଅଛି।


error: Content is protected !!