ବିଜେଡି ବିଧାୟକ ଦେବୀ ରଂଜନ ତ୍ରିପାଠୀଙ୍କ କ୍ରସ୍ ଭୋଟିଂ। ମୁଁ ଦିଲ୍ଲୀପ ରାୟଙ୍କୁ ଭୋଟ୍ ଦେଇଛି କହିଲେ। ବିଜୁ ଲିଗାସୀକୁ ଆଗକୁ ନେବାକୁ ଭୋଟ୍ ଦେଇଛି। କଂଗ୍ରେସ ସହ ବିଜେଡିର ବୁଝାମଣାକୁ ନେଇ ପ୍ରଶ୍ନ କଲେ। ଅସାଧୁ ମେଣ୍ଟ ବିରୋଧରେ ମତଦାନ କରିଛି।ମୋତେ ଦତ୍ତେଶ୍ବର ହୋତାଙ୍କୁ ସମର୍ଥନ ପାଇଁ କୁହାଯାଇଥିଲା। ଅସାଧୁ ମେଣ୍ଟ ପ୍ରାର୍ଥୀଙ୍କୁ କାହିଁକି ଭୋଟ୍ ଦେବାକୁ କୁହାଗଲା।

More Stories
ମମତା ବାନାର୍ଜୀଙ୍କୁ ପୁଣି ଏକ ବଡ ଝଟକା, ବୈଠକରେ ପହଞ୍ଚିଲେ କେବଳ ୬ ସାଂସଦ ଏବଂ ୮ ବିଧାୟକ…
କ୍ଷମତାଚୁତ ପରେ ମମତାଙ୍କ ନୂଆ ଚାଲ୍! ସିଜେପି (CJP) କୁ ସମର୍ଥନ |
ସେବା ଓ ସମର୍ପଣର ଦୁଇ ବର୍ଷ |