ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ୫ଟି ସଚିବଙ୍କ ପରଜଙ୍ଗ ତୋଫାନୀ ଗସ୍ତ


ପରଜଙ୍ଗ:- ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ୫ଟି ଅଧକ୍ଷ ଭିକେ ପାଣ୍ଡିଆନ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଗସ୍ତ କରିଥିଲେ ।ଏହି ଅବସରରେ ପରଜଙ୍ଗ ବ୍ଳକର ପୃଥକ ଭାବେ ୨ ଟି ସ୍ଥାନରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ତୋଫାନୀ ଗସ୍ତ ହୋଇଥିଲା ।ପ୍ରଥମେ ସରାଙ୍ଗ ବୈଷୟିକ ଇଞ୍ଜିନିୟରିଂ କଲେଜ ପରିସରରେ ଅବସ୍ଥିତ ଖେକ ପଡ଼ିଆରେ ଭି କେ ପାଣ୍ଡିଆନ ବିମାନ ଯୋଗେ ଅବତରଣ କରିଥିଲେ , ସେଠାରୁ ଏକ ବିଶାଳ ରାଲି ରେ ସରାଙ୍ଗ ଅନନ୍ତ ଶୟନ ବ୍ରାହ୍ମଣୀ ନଦୀ ତଟରେ ଖୋଲା ଆକାଶ ତଳେ ପୂଜା ପାଉଥିବା ବିଶାଳକାୟ ବିଷ୍ଣଙ୍କ ପ୍ରତ୍ତିମୂର୍ତ୍ତିରେ ୫ଟି ଅଧ୍ୟକ୍ଷ ପୂଜାର୍ଚ୍ଚନା କରିବାବା ପରେ ପଥମେ ସରାଙ୍ଗ ଓ ପରେ ପରଜଙ୍ଗ ମିନି ଷ୍ଟାଡିୟମରେ ଜନ ସମାବେଶରେ ଯୋଗ ଦେଇଥିଲେ । ଏହି ଅବସରରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ , ଢେଙ୍କାନାଳ ଲୋକ ସଭା ସାଂସଦ ମହେଶ ସାହୁ ,ପରଜଙ୍ଗ ବିଧାୟକ ନୃସିଂହ ଚରଣ ସାହୁ ଏବଂ ଅନ୍ୟ ସମସ୍ତ ସରକାରୀ। ସ୍ତରର ପଦାଧିକାରୀ ଓ ବିଜୁ ଜନତା ଦଳର ବଶିଷ୍ଠ ପଦାଧିକାରୀ ଓ କର୍ମୀ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଢେଙ୍କାନାଳ ସl ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ,ବିଧାୟକ ଡଃ ନୃସିଂହ ଚରଣ ସାହୁ , ରାଜ୍ୟ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଜିଲ୍ଲାର ସମସ୍ତ ସକ୍ରିୟ କର୍ମୀ ,ଦଳର ଅନ୍ୟ ସମସ୍ତ ସଂଗଠନର କାର୍ଯ୍ୟକର୍ତ୍ତା ଉକ୍ତ ସମସ୍ବେଶରେ ଯୋଗ ଦେଇଥିଲେ।


error: Content is protected !!