ରାଜ୍ୟ ମେଡିକାଲ ସେବାରେ ଯୋଗଦେଲେ ୨୪୭୩ ଅଫିସର


ରାଜ୍ୟ ମେଡିକାଲ ସେବାରେ ଯୋଗଦେଲେ ୨୪୭୩ ଅଫିସର।୨୩୯୨ MBBS ଡାକ୍ତର ଓ ୮୧ ଜଣ ଦନ୍ତ ଚିକିତ୍ସକ ନିଯୁକ୍ତି।ନିଯୁକ୍ତି ପର୍ବରେ ଡାକ୍ତରମାନଙ୍କୁ ଗୁରୁମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ।ସ୍ବାସ୍ଥ୍ୟ ସେବା ହେଉଛି ରୂପାନ୍ତରଣ କାର୍ଯ୍ୟକ୍ରମର ମୁଖ୍ୟ ଅଂଶ।ରୋଗୀଙ୍କୁ ପ୍ରତ୍ୟେକ ସାକ୍ଷାତରେ ସକାରାତ୍ମକ ଅନୁଭୂତି ଦିଅନ୍ତୁ।ଗାଁର ଗରିବ ଲୋକଙ୍କୁ ସର୍ବୋତ୍ତମ ସେବା ଦିଅନ୍ତୁ: 5T ଅଧ୍ୟକ୍ଷ।


error: Content is protected !!