ବିଜେଡ଼ିରେ ମିଶିଲେ ବସ୍ତା ନିର୍ବାଚନମଣ୍ଡଳୀର କଂଗ୍ରେସର ବହୁ ନେତା ଓ କର୍ମୀ


ବିଜେଡ଼ିରେ ମିଶିଲେ ବସ୍ତା ନିର୍ବାଚନମଣ୍ଡଳୀର କଂଗ୍ରେସର ବହୁ ନେତା ଓ କର୍ମୀ।ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡ଼ିରେ ମିଶିଥିବା କହିଲେ।ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ଅନୁଷ୍ଠିତ।ବସ୍ତା ନିର୍ବାଚନ ମଣ୍ଡଳୀରେ ବିଜେଡ଼ିକୁ ଆହୁରି ସୃଦୁଢ କରିବା ପାଇଁ ନେଲେ ଶପଥ।


error: Content is protected !!