ବାରହା ଆକ୍ରମଣରେ ୩ଗୁରୁତର


ବାରହା ଆକ୍ରମଣରେ ୩ଗୁରୁତର।କୃଷ୍ଣପ୍ରସାଦ ଥାନା ଅଁଳାକୁଦା ଗାଁରେ ବାରହା ଆତଙ୍କ।ବାରହା ଆକ୍ରମଣରେ ୩ ଗୁରୁତର , ବ୍ରହ୍ମପୁର ସ୍ଥାନାନ୍ତର।ବିଲରେ କାମ କରୁଥିବା ବେଳେ ୨ ଜଣଙ୍କୁ ବାରହାର ଆକ୍ରମଣ।ଚିଲିକାରେ ମାଛ ଧରିବା ବେଳେ ଅନ୍ୟଜଣଙ୍କୁ ଆକ୍ରମଣ କରିଥିଲା।


error: Content is protected !!