ଦାଦାବଟି ନ ଦେବାରୁ ହାଣିଲେ


କେନ୍ଦ୍ରାପଡ଼ା: ଦାଦାବଟି ପାଇଁ କପଡ଼ା ବ୍ୟବସାୟୀଙ୍କୁ ହାଣିଲେ ଦୁର୍ବୃତ୍ତ।ଦୋକାନରେ ପଶି ଆକ୍ରମଣ ସହ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ।ଆକ୍ରମଣରେ ବ୍ୟବସାୟୀ ଗୁରୁତର , ମେଡିକାଲରେ ଭର୍ତ୍ତି।ଘଟଣାରେ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ।ପୂର୍ବରୁ କିଛି ଦୁର୍ବୃତ୍ତ ବ୍ୟବସାୟୀଙ୍କୁ ୧୦ ଲକ୍ଷ ଟଙ୍କା ମାଗିଥିଲେ।


error: Content is protected !!