ଦୁଇ ଦୁନିଆ ଦକ୍ଷିଣ ଭାରତ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ


ଆଜିଠୁ ଦୁଇ ଦୁନିଆ ଦକ୍ଷିଣ ଭାରତ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦୁଇ ଦିନିଆ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ କେରଳ , ତାମିଲନାଡୁ ଓ ଲାକ୍ଷା ଦ୍ୱୀପ ଗସ୍ତ କରି ବହୁ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।


error: Content is protected !!