ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ


କେନ୍ଦୁଝର: ଷ୍ଟିଲପ୍ଲାଣ୍ଟ ଇଣ୍ଡକସନ୍‌ ଫର୍ଣ୍ଣେସରେ ବିସ୍ଫୋରଣ।ରୁଗୁଡ଼ି ଥାନା ବରପଦାଠାରେ ଥିବା ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ।ବିସ୍ଫୋରଣରେ କ୍ଷୟକ୍ଷତି ନେଇ ଏଯାଏ କିଛି ସ୍ପଷ୍ଟ ଜଣାପଡ଼ିନି।


error: Content is protected !!