ଭାରତ ସଂକଳ୍ପ ରଥକୁ ଭାଙ୍ଗିଲେ ଦୁର୍ବୃତ୍ତ


ଭଦ୍ରକ: ବିକଶିତ ଭାରତ ସଂକଳ୍ପ ରଥକୁ ଭାଙ୍ଗିଲେ ଦୁର୍ବୃତ୍ତ।ଧାମନଗର ଥାନା ଚୂଡ଼ାକୁଟି ପଞ୍ଚାୟତରେ ରାଲି ବେଳେ ଭାଙ୍ଗିଦେଲେ।ରାଲିରେ ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ ଥିଲେ।ଘଟଣାରେ ୨ ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା।


error: Content is protected !!