ବିଜେପିର ବିଭିନ୍ନ ମୋର୍ଚ୍ଚାର ନୂଆ ରାଷ୍ଟ୍ରୀୟ ପ୍ରଭାରୀ ନିଯୁକ୍ତ


ବିଜେପିର ବିଭିନ୍ନ ମୋର୍ଚ୍ଚାର ନୂଆ ରାଷ୍ଟ୍ରୀୟ ପ୍ରଭାରୀ ନିଯୁକ୍ତ।ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡା ନୂଆ ପ୍ରଭାରୀଙ୍କୁ ନିଯୁକ୍ତି ଦେଇଛନ୍ତି।ସୁନୀଲ ବଂଶଲ ଯୁବ ମୋର୍ଚ୍ଚାର ନୂଆ ପ୍ରଭାରୀ।ବୈଜୟନ୍ତ ପଣ୍ଡା ମହିଳା ମୋର୍ଚ୍ଚାର ନୂଆ ପ୍ରଭାରୀ ନିଯୁକ୍ତ।


error: Content is protected !!