ବାଜ୍ୟାପ୍ତ ହେବ ଅର୍ଥତତ୍ତ୍ୱ ସଂପତ୍ତି।ଅର୍ଥତତ୍ତ୍ୱର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ ଲାଗି ନିର୍ଦ୍ଦେଶ।୧୧୦ ଏକର ଜମି , ୧୧ଟି ଦାମୀ ଗାଡ଼ି ବାଜ୍ୟାପ୍ତ ଲାଗି ନିର୍ଦ୍ଦେଶ।ବ୍ୟାଙ୍କ ଜମା ୨ କୋଟି ୧୭ ଲକ୍ଷ ୨୦ ହଜାର ଟଙ୍କା ବି ବାଜ୍ୟାପ୍ତ ହେବ।ବାଜ୍ୟାପ୍ତ ସମ୍ପତ୍ତିକୁ ନିଲାମ କରି ଜମାକାରୀଙ୍କ ମଧ୍ୟରେ ବଣ୍ଟାଯିବ।ବାଜ୍ୟାପ୍ତ ଲାଗି କଟକ ସ୍ୱତନ୍ତ୍ର ଚିଟ୍ଫଣ୍ଡ କୋର୍ଟଙ୍କ ନିର୍ଦ୍ଦେଶ।
More Stories
ଝାଡ଼ଖଣ୍ଡରେ ହେମନ୍ତ ସରକାର
ଆସିଲା ତୃତୀୟ ପର୍ଯ୍ୟାୟ ସୁଭଦ୍ରା
ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ଜୁଆ ଆଡ୍ଡା କୁ ଚଢାଉ ଘଟଣା ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ