କେନ୍ଦୁଝର ବିଜେଡିରୁ ଦୁଇ ନେତା ନିଲମ୍ବିତ


କେନ୍ଦୁଝର ବିଜେଡିରୁ ଦୁଇ ନେତା ନିଲମ୍ବିତ।ଦଳ ବିରୋଧି କାର୍ଯ୍ୟ ପାଇଁ ନିଲମ୍ବିତ ହେଲେ କେନ୍ଦୁଝର ଘଟଗାଁର ସଞ୍ଜୟ କୁମାର ମିଶ୍ର ଏବଂ ଜିଲ୍ଲା ଉପସଭାପତି କରୁଣାସାଗର ଖଟୁଆ।ବିଜେଡ଼ି ସଭାପତିଙ୍କ ନିର୍ଦ୍ଦେଶରେ ନିଲମ୍ବିତ।ସୂଚନା ଦେଲେ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ।


error: Content is protected !!