ଇରାନ ବିସ୍ଫୋରଣ: ୧୦୩ ମୃତ


ଇରାନରେ କାସିମ୍‌ ସୁଲେମାନୀଙ୍କ କବର ନିକଟରେ ବିସ୍ଫୋରଣ।ବିସ୍ଫୋରଣ ମୃତ୍ୟୁସଂଖ୍ୟା ୧୦୩କୁ ବୃଦ୍ଧି , ଶତାଧିକ ଆହତ।କବର ନିକଟରେ ୨୦ ମିନିଟ୍‌ରେ ହୋଇଥିଲା ୨ଟି ବିସ୍ଫୋରଣ।


error: Content is protected !!