୪ ଲକ୍ଷ ଟଙ୍କା ଲୁଟ୍‌


୪ ଲକ୍ଷ ଟଙ୍କା ଲୁଟ୍‌।ଯାଜପୁରର ବାଲିଚନ୍ଦ୍ରପୁର ଷ୍ଟେଟ ବ୍ୟାଙ୍କ ସମ୍ମୁଖରୁ ଲୁଟ୍‌।ମହିଳାଙ୍କଠାରୁ ୪ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ।ବ୍ୟାଙ୍କରୁ ଗୋଷ୍ଠୀ ଋଣ ଟଙ୍କା ନେଇ ଯାଉଥିଲେ ମହିଳା।ବାଲିଚନ୍ଦ୍ରପୁର ପୋଲିସ୍‌ର ତଦନ୍ତ ଜାରି।


error: Content is protected !!