ଜିଲ୍ଲାପାଳଙ୍କ ଦୃଷ୍ଟି ପଡିବା ପାଇଁ ଅଞ୍ଚଳବାସୀ ନିବେଦନ କରିଛନ୍ତି


ଆମ କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ର ପବିତ୍ର ଅନ୍ଧବଟ ପୀଠ କୁ ଦୀର୍ଘ ବର୍ଷ ପରେ ନୂତନ କରି ନିର୍ମାଣ ହେଉଥିବା ଆର ଡ଼ି ରାସ୍ତା କାର୍ଯ୍ୟ ଏତେ ଉର୍ନ୍ନତ ଭାବରେ ନିର୍ମାଣ କରାଯାଉଅଛି ଯେ ତାହା ନକହିବା ଭଲ | ଏହାର କାର୍ଯ୍ୟଦ୍ଧେଶ ପାଇଥିବା ମହାନ୍ତି ବାବୁ ଙ୍କ ସ୍ଥାନୀୟ ଲୋକ ମାନଙ୍କୁ ନାଲି ଆଖି ଏବଂ ଠିକାଦାର – ବିଭାଗୀୟ ଅଧିକାରୀ ମାନଙ୍କ ମଧୁ ଚନ୍ଦ୍ରିକା ପାଇଁ କୋଟି କୋଟି ଟଙ୍କା ରାଜସ୍ବ ବ୍ୟୟ ରେ ହେଉଥିବା ରାସ୍ତା ଟି ର ସ୍ଥାୟିତ୍ୱ ନେଇ ଚିନ୍ତା ରେ ଅଞ୍ଚଳବାସୀ | କାର୍ଯ୍ୟ ଚାଲୁ ରହୁଥିବା ସମୟରେ ବିଭାଗୀୟ ଅଧିକାରୀ ମାନଙ୍କ ଦେଖା ନମିଳିବା ଏବଂ ନିମ୍ନ ମାନର କାର୍ଯ୍ୟ ଉପରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଙ୍କ ଦୃଷ୍ଟି ପଡିବା ପାଇଁ ଅଞ୍ଚଳବାସୀ ନିବେଦନ କରିଛନ୍ତି।


error: Content is protected !!