ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଦ୍ଵରା ନୂତନ ସେତୁ ଓ ରାସ୍ତାର ଶୁଭ ସ୍ୟଳାନ୍ୟାସ


ମାହାଙ୍ଗା:(ପ୍ରଭାତ ରଞ୍ଜନ ଜେନା):-କଟକ ଜିଲ୍ଲା ମାହାଙ୍ଗା ଭଦ୍ରେଶ୍ୱର ପଂଞ୍ଚାୟତର ଗୋବିନ୍ଦ ପୁର୍ ଠାରୁ ସାହାନିଆଜ ପୁର୍ ରାସ୍ତା ଝାଡେଶ୍ୱର ପୁର୍ ର ଚିଙ୍ଗୁଡ଼ିୟା ମୁହଁ ନାଳର ନୂତନ ସେତୁର ଶୁଭ ସ୍ୟଳାନ୍ୟାସ ଉଚ୍ଚବ ମାହାଙ୍ଗା ର ବିଶ୍ଵକର୍ମା ତଥା କର୍ମ ବିର ବିଧାୟକ ପ୍ରତାପ ଜେନାଙ୍କ ଦ୍ୱରା ଅନୁଷ୍ଠିତ ହୋଇଯାଇଛି।ଏହି ଦୁଇ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ କରାଯିବ ବୋଲି କହିବା ସଇତ ନବୀନ ସରକାରଙ୍କ ସମୟରେ ମାହାଙ୍ଗା ର ବହୁତ୍ ବିକାଶ ହୋଇଛି ବୋଲି ମନ୍ତବ୍ୟ କରିଥିଲେ।ଏଥିରେ ଅତିଥି ଭାବେ ଉପାଦକ୍ଷା ସତ୍ୟରଞ୍ଜନ ମହାନ୍ତି,ସରପଂଞ୍ଚ କମଳା କାନ୍ତ ରାଉତ୍,ସମିତି ସଭ୍ୟ ଲଳିତ କୁମାର ରାଉଳ,ଜିଲ୍ଲା ପରିଶଦ ପୂର୍ଣ୍ଣଚନ୍ଦ୍ର ସ୍ୱଇଁ ସମେତ ଦେବରଞ୍ଜନ ମହାନ୍ତି,ନିଶ୍ଚିନ୍ତକୋଇଲି ର ଅଦକ୍ଷା ରୋଜି ସେଠୀ,ଉପାଦକ୍ଷା ଅଶୋକ ଓଝା,ସମ୍ମୁଖ ଯୋଗ ଦେଇଥିଲେ।


error: Content is protected !!