ହାତୀ ମାନଙ୍କର ଦୌରାତ୍ମ୍ୟ ବୃଦ୍ଧି


ଢେଙ୍କାନାଳ:(ବାପି):-ଢେଙ୍କାନାଳ ଜ଼ିଲ୍ଲାର ସଦର ବ୍ଲକ ଏବଂ ଗଁଦିଆ ବ୍ଲକରେ ଏବେ ହାତୀ ମାନଙ୍କର ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଅନେକ ଲୋକଙ୍କର ପ୍ରାଣହାନି ମଧ୍ୟ୍ୟ ଘଟୁଛି ବଣସିଂହରୁ ମହିମାଗାଦି ଯୋରନ୍ଦା ଅଭିମୁଖେ ଯାଇଥିବା ମୁଖ୍ୟ ରାସ୍ତାରେ ଏବେ ଏକ ଦନ୍ତାହାତୀ ଚଳପ୍ରଚଳ କରୁଥିବାରୁ ଲୋକମାନେ ଭୟବିତ ଅବସ୍ଥାରେ ଯାତାୟାତ କରୁଛନ୍ତି ଖାଲି ବୋଲେରୋ ରେ ଆସି ନିଜର କର୍ତ୍ତବ୍ୟ ପାଳନ କରିବା ଉଦ୍ଦେଶ୍ୟରେ ରାସ୍ତା ଉପରେ ଛିଡାହୋଇ ଖାଲି ବାଣ ନ ଫୁଟେଇ ରାସ୍ତାର ଦୁଇପାର୍ଶ୍ୱ ରେ ଥିବା କାଜୁ ଜଙ୍ଗଲକୁ ରାସ୍ତାଠାରୁ ୨୦ରୁ ୩୦ ଫୁଟ ପର୍ଯ୍ୟନ୍ତ କାଟି ସଫାକରି ହାତୀକୁ ଟ୍ରାଙ୍କୁଲାଇଜର ବ୍ୟବସ୍ଥା କରନ୍ତୁ ଏହାକଲେ ଜନସାଧାରଣ ନିଜକୁ ସୁରକ୍ଷିତ ମନେକରିବେ ଢେଙ୍କାନାଳ ଜ଼ିଲ୍ଲା ଷଡ଼ଙ୍ଗୀ ବନବିଭାଗ ଏଥିପ୍ରତି ଶୀଘ୍ର ଟିକେ ଦୃଷ୍ଟି ଦେବାକୁ ଅନୁରୋଧ।


error: Content is protected !!