ଅଦିନିଆଁ ବର୍ଷା ଝଡ ତୋଫାନ ରେ ଗଛ ଭାଙ୍ଗି ଘରେ ପଡିଯିବାରୁ ଅଳ୍ପକେ ବର୍ତିଲେ ପରିବାରବର୍ଗ, ଅଚଣ୍ଡା ଦଳିତ ବସ୍ତିରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା, କେଞ୍ଝରିଆପାଲି ଗ୍ରାମ ପଞ୍ଚାୟତ ର ନାଇବ ସରପଞ୍ଚ ସେହି ସ୍ଥାନ କୁ ଯାଇ RI ଙ୍କୁ ବର୍ତ୍ତଦେଇ ସରକାରୀ ସହାୟତା ପାଇଁ ନିବେଦନ କରିଥିବାର ଆମ ପ୍ରତିନିଧି ଙ୍କୁ ଫୋନ୍ ଯୋଗେ ଜଣାଇଥିବାର ଜଣାପଡିଛି, ଦେଖୁବାକୁ ବାକି ରହିଲା ଜ଼ିଲ୍ଲାପ୍ରଶାସନ କେବେ ତାଙ୍କୁ ସହାୟତା ଯୋଗାଇ ଦେଉଛନ୍ତି କି ନାହିଁ l

More Stories
ରାଜ୍ୟର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଏଲ୍ଓମାନଙ୍କର ‘ଏସଆଇଆର’ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଫାଲ୍ଟାରେ ହିନ୍ଦୁ ଜନସଂଖ୍ୟା ୬୫ପ୍ରତିଶତ, ତେବେ ୭୧ପ୍ରତିଶତ ଭୋଟ ପାଇ ବିଜେପିର ପଣ୍ଡା କେମିତି ଜିତିଲେ .
ନିର୍ମାଣ ବିଭାଗର ୫୦ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ