ଢେଙ୍କାନାଳ ଜିଲ୍ଲା ସଦର ବ୍ଳକ ତଳବରକୋଟରେ ଥିବା ଢେଙ୍କାନାଳ ଏକାଡେମି ଅଫ ମେଡିକାଲ ସାଇନ୍ସ ସଭାଗୃହରେ ଲାଇଟିଂ ଏବଂ ଶପଥ
ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ
ମୁଖ୍ୟ ଅତିଥି ଭାବେ ପ୍ରଫେସର ପି.ଏସ୍. ଏଡ୍ ନ ଆନନ୍ଦ, ଅଧ୍ୟକ୍ଷ, ଗୋପବନ୍ଧୁ ଇନଷ୍ଟିଟ୍ୟୁଟ୍ ଅଫ ମେଡିକାଲ ସାଇନ୍ସ ଏଣ୍ଡ ରିସର୍ଚ୍ଚ,କଟକ ଏବଂ ମୁଖ୍ୟ ବକ୍ତା ଭାବେ ପ୍ରଫେସର ଡା. ବାବୀ ଏସ୍. ପି. ଉପାଧ୍ଯକ୍ଷା ଗୋପବନ୍ଧୁ ଇନଷ୍ଟିଟ୍ୟୁଟ୍ ଅଫ
ମେଡିକାଲ ସାଇନ୍ସ ଏଣ୍ଡ ରି ସର୍ଚ୍ଚ
,ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସଂସ୍ଥାର ନିର୍ଦ୍ଦେଶକ ଡା. ରାଜନୀକାନ୍ତ ତାରାଇ, ଢେଙ୍କାନାଳ ଏକାଡେମି ଅଫ ମେଡିକାଲ ସାଇନ୍ସର ଅଧ୍ଯକ୍ଷା କଲ୍ୟାଣୀ ମିଶ୍ର ଏବଂ
ଢେଙ୍କାନାଳ ଏକାଡେମି ଅଫ
ମ୍ୟାନେଜମେଣ୍ଟ ଏଣ୍ଡ ଟେକ୍ନୋଲୋଜିର
ମଧୁସ୍ମିତା ମଣ୍ଡଳ ମଧ୍ୟ ଉପସ୍ଥିତ
ଥିଲେ । ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଲାଇଟିଂ ଓ ଶପଥ ଗ୍ରହଣ କରିବା ସହିତ ଛାତ୍ର ଛାତ୍ରୀ ମାନଙ୍କ ଦୌlରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

More Stories
ୟୁପିଆଇରେ ହେବାକୁ ଯାଉଛି ଏଆଇର ଏଣ୍ଟ୍ରି, ଫୋନ୍ ପେ ଏବଂ ଗୁଗୁଲ ପେ’କୁ ଟକ୍କର ଦେବ BHIM ଆପ୍
ସରକାରୀ ଚାକିରି ଦେବା ନାମରେ ୨୩ ଲକ୍ଷ ଠକେଇ |
ମୋଦିଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମ: କଣ କହିଲେ ମୋଦୀ ଜାଣନ୍ତୁ