ଆଜି ସକାଳ ପ୍ରାୟ 5 ଘଣ୍ଟା ସମୟରେ ଧର୍ମଗଡ଼ ବୋଡ଼େନ ରାସ୍ତା bear bar ନିକଟରେ ଏକ ଅଭାବନୀୟ ଦୁର୍ଘଟଣା ଦେଖିବାକୁ ମିଳିଛି l ଏହି ଦୁର୍ଘଟଣା ରେ ବାଲି ବୋଝେଇ ହାୱା ଗାଡି ଟି ଗୋଟିଏ ବାଇକ ଆରୋହୀ ଉପରେ ଚଢି ଗଲା ଓ ବାଇକ ଆରୋହି ଟି କୁ ପ୍ରାୟ 100 ମିଟର ଘୋଷାଡ଼ି ନେଇ ଥିଲା ଫଳରେ ଘଟଣା ସ୍ଥଳରେ ବାଇକ ଆରୋହୀ ଟି ଜୀବନ ଚାଲିଯାଇଛି l ସୂଚନା ରୁ ଜଣା ପଡିଛି ଯେ ଏହି ବାଇକ ଆରୋହୀ ହେଉଛି ବାହାରରୁ ଆସିଥିବା ଫେରିବାଲା l ତା ଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି କି ସକାଲ୍ 5 ଟା ରୁ 10 ଟା ହେଇ ଗଲା ହେଲେ ସ୍ତାନୀୟ ପ୍ରଶାସନ କିଛି ପଦକ୍ଷେପ ନେଉନାହାନ୍ତି ବୋଡ଼େନ ରୋଡ ରେ ଶବ କୁ ରଖି ରାସ୍ତା ରକ୍ କରିଛନ୍ତି ଯିବା ଆସିବା ରେ ଲୋକ ଙ୍କ ଅନେକ ଅସୁବିଧା ହଉଚି l

More Stories
ବିଧାୟକଙ୍କ ଫାର୍ମହାଉସରେ ବର୍ବରତା; ମହିଳାଙ୍କୁ ଟେକିନେଇ ଗଣବଳାତ୍କାର, CRPF ଯବାନ ଗିରଫ
କର୍ଲାପାଟ ପୋଲିସକୁ ବଡ଼ ସଫଳତା: ନାକରୁଣ୍ଡି ସଶସ୍ତ୍ର ଡକାୟତି ମାମଲାରେ ୪ ଗିରଫ, ବନ୍ଧୁକ ଓ ଟଙ୍କା ଜବତ
୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର