ପ୍ରେସ୍‌କ୍ରିପସନ୍‌ ସ୍ପଷ୍ଟ ଭାବେ ଲେଖ


ଡାକ୍ତର ଔଷଧର ନାଁ ସ୍ପଷ୍ଟ ଭାବେ ଲେଖିବା ଉପରେ ହାଇକୋର୍ଟଙ୍କ ଗୁରୁତ୍ୱ। ପ୍ରେସ୍‌କ୍ରିପସନ୍‌ ହେଉ ବା ଶବ ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ଲେଖିବାକୁ ନିର୍ଦ୍ଦେଶ। ଡାକ୍ତରଙ୍କୁ ନିର୍ଦ୍ଦେଶନାମା ଜାରି ପାଇଁ ମୁଖ୍ୟ ସଚିବଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ।


error: Content is protected !!