ଭାରତ ଯୋଡ଼ ନ୍ୟାୟ ଯାତ୍ରା ନେଇ ବରିଷ୍ଠ ନେତା ଶରତ ରାଉତଙ୍କ ସୂଚନା


ଭାରତ ଯୋଡ଼ ନ୍ୟାୟ ଯାତ୍ରା ନେଇ ବରିଷ୍ଠ ନେତା ଶରତ ରାଉତଙ୍କ ସୂଚନା।ଯାତ୍ରା ବେଳେ ଓଡ଼ିଶାରେ ୪ ଦିନ ରହିବେ ରାହୁଲ ଗାନ୍ଧୀ।ରାଜ୍ୟର ୪ଟି ଜିଲ୍ଲା ଦେଇ ଯିବ ଭାରତ ଯୋଡ଼ ନ୍ୟାୟ ଯାତ୍ରା।ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଦେଇ ଯାତ୍ରା କରିବ।


error: Content is protected !!