ଶ୍ରୀମନ୍ଦିର ପରିକ୍ରମାର ଅର୍ପଣ ରଥକୁ ନେଇ ବିଭିନ୍ନ ମହଲରେ ଚାଲିଛି ବାଦ ବିବାଦ


ଶ୍ରୀମନ୍ଦିର ପରିକ୍ରମାର ଅର୍ପଣ ରଥ କୁ ନେଇ ବିଭିନ୍ନ ମହଲରେ ଚାଲିଛି ବାଦ ବିବାଦ।କିଏ କହୁଚି ପହସନ ତ ଆଉ କିଏ କହୁଚି ଟଙ୍କା ହଡ଼ପ କରୁଛନ୍ତି।ହେଲେ ଏ ମାଉସୀଙ୍କ ପାଇଁ ଏ ରଥ ହେଉଚି ତା କାଳିଆ ରଥ।ସେଇ ରଥରେ ତା ଦୁଆରକୁ କାଳିଆ ବସି ଆସିଛି। ଭିଡିଓ କୁ ଦେଖନ୍ତୁ କିଭଳି ମାଉସୀ ଜଣଙ୍କ ସେଇ କାଳିଆ କୁ ଦେଖି ଗେଲ କରିଦେଇଛି ତ ଆଉ କେତେବେଳେ ତା କାନିରେ ତାକୁ ଝାଡ଼ିଦେଉଛନ୍ତି।ଚିତ୍ରକୁ ଦେଖିଲେ ମନରେ ଖୁସିର ଉଲ୍ହାସ ଝରି ପଡ଼ୁଚି ।


error: Content is protected !!