ଚାଇନା ଗୁଡ଼ି ସୂତା ଲାଗି ୨ ବାଇକ ଆରୋହୀ ଆହତ


କଟକ: ଚାଇନା ଗୁଡ଼ି ସୂତା ଲାଗି ୨ ବାଇକ ଆରୋହୀ ଆହତ; ବାଇକରେ ଆସୁଥିବା ବେଳେ ବାଲିକୁଦା ଛକ ନିକଟରେ ସୂତା ଲାଗିଲା, ଜଣେ ଯୁବକଙ୍କ ବେକରେ ଲାଗିଲା ଓ ଅନ୍ୟ ଜଣଙ୍କର ଗୁଡ଼ି ସୂତା ପାପୁଲିରେ ଲାଗି ରକ୍ତାକ୍ତ ହୋଇଯାଇଛି।


error: Content is protected !!