ମାଞ୍ଜା ନେଲା ୬ ଜୀବନ


ମାଞ୍ଜା ନେଲା ୬ ଜୀବନ।ମକର ସଂକ୍ରାନ୍ତିରେ ଭିନ୍ନ ଭିନ୍ନ ସ୍ଥାନରେ ୬ ଜଣଙ୍କ ଜୀବନ ଗଲା।ଚାଇନିଜ ମାଞ୍ଜା ସୂତାରେ ବେକ କଟି ଯିବାରୁ ଜୀବନ ଗଲା।ଗୁଜରାଟରେ ୪, ମୁମ୍ବାଇ ଓ ମଧ୍ୟ ପ୍ରଦେଶରେ ଜଣେ ଲେଖାଏଁ ମୃତ।ବିଭିନ୍ନ ସ୍ଥାନରେ ଅନେକ ଆହତ ମେଡିକାଲରେ ଚିକିତ୍ସାଧୀନ।


error: Content is protected !!