କାର୍ ଦୁର୍ଘଟଣା ଗୋଟେ ଛାତ୍ର ଗୁରୁତର ଅନ୍ୟଜଣେ ଆହତ


ଚାଉଳିଆଗଞ୍ଜ କୁଞ୍ଜବିହାରୀ ଉଚ ବିଦ୍ୟାଳୟ ସ୍କୁଲ ଦୁଇ ଛାତ୍ର ତାଳ ଦଣ୍ଡା କେନାଲ ରୋଡ ରେ କାର୍ ଦୁର୍ଘଟଣା ଗୋଟେ ଛାତ୍ର ଗୁରୁତର ଅନ୍ୟଜଣେ ଆହତ।ଏହି ପରିପେକ୍ଷିରେ ରାସ୍ତା ରୋକ୍ କଲେ ଗ୍ରାମବାସୀ ଚାଉଳିଆଗଞ୍ଜ ଥାନା ଅଧିକାରୀ ଓ ଜୋନ 5 ଏସିପିଙ୍କ ବୁଝାଶୁଝା ପରେ ରାସ୍ତା ଅବରୋଧ ହଟିଲା ଏଥିରେ 42 ନମ୍ଵର୍ କର୍ପୋରେଟର ମୀନା ସାହୁ ରାସ୍ତାରେ ବାରିକିଟ. ଲାଇଟ୍ ଓ ସିସି କ୍ୟାମେରା ଲଗାଯାଉ ବୋଲି କହିଥିଲେ. ରାସ୍ତା ନିର୍ମାଣ ସରି ନ ଥିବା ବେଳେ ରାସ୍ତା କେମିତି ଖୋଲା ଗଲା ଏହାକୁ ନେଇ ପ୍ରଶ୍ନ କରିଥିଲେ।ଏହାକୁ ନେଇ ଚାଉଳିଆଗଞ୍ଜ ଥାନାରେ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।


error: Content is protected !!