ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବର୍ଷିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ


ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବର୍ଷିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ।ଜଗନ୍ନାଥଙ୍କୁ ଟ୍ରେଡ୍‌ ମାର୍କ ଭାବେ ବ୍ୟବହାର କରୁଛି ବିଜେଡି ବୋଲି କହିଲେ।ନାଟକରେ ରାଜ୍ୟ ସରକାରଙ୍କୁ ଓସ୍କାର ମିଳିବା କଥା ପ୍ରତାପ।ମୋଦିଙ୍କୁ ସବୁ କଥାରେ ଅନୁସରଣ କରୁଛନ୍ତି।କେବେ ସଫଳ ହେବେନି।


error: Content is protected !!