୩୩ କେଭି ବିଦ୍ୟୁତ ଖୁଣ୍ଟରେ ଚଢ଼ିଗଲେ ଯୁବକ


ଭୁବନେଶ୍ୱର: ୩୩ କେଭି ବିଦ୍ୟୁତ ଖୁଣ୍ଟରେ ଚଢ଼ିଗଲେ ଯୁବକ।ବରମୁଣ୍ଡା ବସ୍‌ ଷ୍ଟାଣ୍ଡ ପାଖ ଏନ୍‌ଏଚ୍‌ କଡ଼ ଖୁଣ୍ଟରେ ଚଢ଼ିଛି।ଘଟଣା ସ୍ଥଳରେ ପିସିଆର ଭ୍ୟାନ ସହ ପୋଲିସ ପହଞ୍ଚିଲା।ଯୁବକ ଜଣଙ୍କୁ ଓହ୍ଲାଇ ଆସିବାକୁ ବୁଝାସୁଝା କରୁଛି ପୋଲିସ।


error: Content is protected !!