ଦଳୀୟ ବିରୋଧ ପରେ ପାଟି ଫିଟାଇଲେ ବିଧାୟକ ଅଧୀରାଜ ପାଣିଗ୍ରାହୀ


ଦଳୀୟ ବିରୋଧ ପରେ ପାଟି ଫିଟାଇଲେ ବିଧାୟକ ଅଧୀରାଜ ପାଣିଗ୍ରାହୀ, କହିଲେ- ଖବର ପିସିସି ସଭାପତି ଓ ପ୍ରଭାରୀ ଜାଣିଲେଣି, ସେମାନେ ନିଷ୍ପତ୍ତି ନେବେ। ପରିକ୍ରମା ପ୍ରକଳ୍ପ ସ୍ଥଳକୁ ନ ଯିବା ପାଇଁ ଦଳ ତରଫରୁ କୁହାଯାଇନଥିଲା।ପ୍ରକଳ୍ପକୁ ବିରୋଧ ପାଇଁ ବି ଦଳ କହିନି। ଲୋକାର୍ପଣରେ ଯୋଗଦେଇ କୌଣସି ଦଳୀୟ ଶୃଙ୍ଖଳା ଭଙ୍ଗ କରିନି।


error: Content is protected !!