ଏକ ବିଂଶ ଶତାବ୍ଦୀରେ ମଣିଷ ଯେଉଁଠି ମଙ୍ଗଳ ଅଭିଯାନ କରିଛି । ଏଇ ମଣିଷ ଯେଉଁଠି ଜହ୍ନ ରାଇଜରେ ଜାଗା କିଣି ଘର ତିଆରି କରିବାବାର ପରିକଳ୍ପନା କରିଛି ।। ଯେଉଁଠି ସହରି ସଭ୍ୟତାରେ ବିଭିନ୍ନ ଧାତୁ ପାତ୍ର ଯଥା ତମ୍ବା, ପିତଳ ,ଦସ୍ତା , ଷ୍ଟିଲ୍ ଲେସ୍ ଷ୍ଟିଲ୍ ‘ ଆଲୁମିନିୟମ ସହିତ ସୁନା ଓ ଚାନ୍ଦି ରୂପା ର ପାତ୍ରରେ ପ୍ରସ୍ତୁତ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ବିଭିନ୍ନ ପ୍ରକାର ଖାଦ୍ୟ ପରିବେଷଣ କରିଆସୁଅଛି ।।
ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଯଥା ବିବାହ , ବ୍ରତ , ଜନ୍ମ ଜୟନ୍ତୀ, ଏକାଧିକ ସାମାଜିକ ପର୍ବ ପର୍ବାଣୀ ହେଉ କିମ୍ବା ରାଜ ନୈତିକ ସଭାସମିତି ରେ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ଖାଦ୍ୟ ପରିବେଷଣ କରିଆସୁଛନ୍ତି ।।ଯେତେବେଳେ ଆର୍ଯ୍ୟ ସଭ୍ୟତାର ଅୟ ଆରମ୍ଭରେ ମଣିଷ ସମାଜ ଅନ୍ୟ କୌଣସି ଧାତୁ ପାତ୍ର ର ଆବିଷ୍କାର କିମ୍ବା ଉଦ୍ଭାବନ କରି ନଥିଲା ସେତେ ବେଳେ ମାଟି ପାତ୍ର ର ବ୍ୟବହାର ପ୍ରଥମେ କରିଥିଲା। ଏବେ ମଧ୍ୟ ଆମ ଗାଁ ଗହଳିରେ ଅନେକ ମାଟି ପାତ୍ର ମାଟି ହାଣ୍ଡି ରେ ରୋଷେଇ କରୁଥିବାର ନଜିର ରହିଛି।। କେତେକ ସହରରେ ହୋଟେଲ ଓ ଢାବା ମାନଙ୍କରେ ମାଟି ହାଣ୍ଡି ରେ ମଟନ ରୋଷେଇ ହେଉଛି ।। ମାତ୍ର ମାଟି ପାତ୍ର, ମାଟି ହାଣ୍ଡି ରେ ଖାଦ୍ୟ ପରିବେଷଣ ଯେମିତି କି ଆଧୁନିକ ଯୁଗରେ ସହରୀ ସଭ୍ୟତାରେ ମାଟି ପାତ୍ର, ମାଟି ହାଣ୍ଡି ଅତି ସୁନ୍ଦର ଓ ବେଶ୍ ଆକର୍ଷଣୀୟ ଟେରାକୋଟା ପାତ୍ରରେ ଖାଦ୍ୟଗୁଡିକୁ ପରିବେଷଣ କରି ବେଶ୍ ଲୋକ ପ୍ରିୟ ପସନ୍ଦ ଓ ପ୍ରଶଂସିତ ହୋଇଛି କଟକର ଚର୍ଚ୍ଚିତ ସଂସ୍ଥା ” ଇନ୍ ଟାଇମ୍ ଆଣ୍ଡ୍ କ୍ୟାଟ୍ରିଙ୍ଗ୍ ” ଇଭେଣ୍ଟ ସଂସ୍ଥା ।।ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସୁନ୍ଦର ସ୍ୱାସ୍ଥ୍ୟ ଓ ପରିବାର ଉପଯୋଗୀ ଆତ୍ମସନ୍ତୋଷ ଅପୂର୍ବ ଆନନ୍ଦ ପ୍ରଦାନ କରୁଥିବା ଅନେକ ପାରମ୍ପରିକ ଲୋକ ସଂସ୍କୃତି ସମ୍ପନ୍ନ ଗୁଣବତ୍ତା ରୁଚି ପୂର୍ଣ୍ଣ ଖାଦ୍ୟ ଯୋଗାଣ ଓ ଭରପୁର ଭିନ୍ନ୍ ଭିନ୍ନ ଖାଦ୍ୟ ପ୍ରସ୍ତୁତି ର ନୂତନ ପରିକଳ୍ପନା ଏବଂ ସୁପରିଚାଳନାର ସଂପୂର୍ଣ୍ଣ ନିଆରା ଢଙ୍ଗରେ ଭିନ୍ନ ସ୍ବାଦର ସ୍ଵାଦିଷ୍ଟ ସଂସ୍ଥା ” ଇନ୍ ଟାଇମ୍ ଆଣ୍ଡ୍ କ୍ୟାଟ୍ରିଙ୍ଗ୍ ” ସଂସ୍ଥା ବେଶ୍ ଲୋକପ୍ରିୟ ଏବଂ ସଫଳତା ସାଉଁଟି ପାରିଛି ବୋଲି ସବୁଠି ଚର୍ଚ୍ଚା ହେଉଛି ।। ଉକ୍ତ ସଂସ୍ଥା ର ପରିଚାଳନା ନିର୍ଦ୍ଦେଶକ ଙ୍କ କହିବାନୁସାରେ ଆମର ନିଷ୍ଠା, ଚେଷ୍ଟା, ପ୍ରଚେଷ୍ଟା , ଗୁଣବତ୍ତା, ଖାଦ୍ୟରେ ଓଡିଆତ୍ବ , ଖାଦ୍ୟରେ ଓଡିଆ ଅସ୍ମିତା, ଉତ୍ତଦାୟିତ୍ୱତା ତଥା ଲୋକମାନଙ୍କ ଆନନ୍ଦ ଓ ଆତ୍ମତୃପ୍ତି ହିଁ ଆମ ସ୍ଵାଦିଷ୍ଟ ସଂକଳ୍ପର ସଫଳତା ଅଟେ।। ଜନସାଧାରଣଙ୍କ ଭଲପାଇବା , ଶ୍ରଦ୍ଧା ଓ ଆଶିଷ କାମନା କରେ ” ଇନ୍ ଟାଇମ୍ ଆଣ୍ଡ କ୍ୟାଟ୍ରିଙ୍ଗ୍ ” ସଂସ୍ଥା ।।

More Stories
ନାବାଳିକାକୁ ଅପହରଣ ମାମଲାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି
ଗଣିଆରେ ପ୍ରଧାନ ମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ
ଭୁଲ୍ ଇଞ୍ଜେକସନ୍ ନେଇଗଲା ପୁଅର ଜୀବନ,ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭଙ୍ଗାରୁଜା |