ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୦୯ତମ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ।ମନ୍‌ କି ବାତ୍‌ ଶୁଣିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଚନ୍ଦ୍ରଶେଖରପୁରରେ ୫୯ ବୁଥ୍‌ର କର୍ମକର୍ତ୍ତାଙ୍କ ସହ ଶୁଣିଲେ।ଧର୍ମେନ୍ଦ୍ରଙ୍କ ସହ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ବାବୁ ସିଂ, ଦିଲ୍ଲୀପ ମହାନ୍ତି ଉପସ୍ଥିତ ଥିଲେ।


error: Content is protected !!