ନୀତୀଶ ପୁଣି ମୁଖ୍ୟମନ୍ତ୍ରୀ


ବିହାର ରାଜନୀତିରେ ରୋଚକ ଘଟଣାବଳୀ।ନୀତୀଶଙ୍କ ସକାଳେ ଇସ୍ତଫା, ସନ୍ଧ୍ୟାରେ ପୁଣି ମୁଖ୍ୟମନ୍ତ୍ରୀ।ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ କୁମାର।ନୀତୀଶ କୁମାରଙ୍କୁ ଶପଥ ପାଠ କରାଇଲେ ରାଜ୍ୟପାଳ।


error: Content is protected !!